ବିଭାସ ଗୁଜ୍ଜରୀ
ବିଭାସ ଓ ଗୁଜ୍ଜରୀ ନାମକ ରାଗଦ୍ୱୟର ମିଶ୍ରଣରେ ଗୀତ ହେବା ରାଗିଣୀ— ବିଶେଷ —Name of a tune in Hindu music.