ବିଭିନ୍ନ
ଦେଖଣା
ବିଭିନ୍ନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ଭଦ୍ ଧାତୁ=ଭେଦ କରିବା+କର୍ମ. ତ)
[ସମ୍ପାଦନା]- ୧. ଅଲଗା ଅଲଗା; ପୃଥକ୍ ଭୁତ୍ —୧. Separated. distinct; separate.
- ୨. ଖଣ୍ଡିତ; ବିଭକ୍ତ — ୨. Divided; partitioned.
- ୩. ବିଘଟ୍ଟିତ; ଘଣ୍ଟା ହୋଇଥିବା —୩. Agitated.
- ୪. ବିଦୀର୍ଣ୍ଣ; ବିଦାରିତ —୪. Lacreated; torn
- ୫. ବିଦଳିତ —୫. Bruised.
- ୬. ମିଶ୍ରିତ —୬. Mixed.
- ୭. (+ କର୍ତ୍ତୃ . ତ) ପୃଥକ ବିଧ — ୭. Of distincet or separate kinds.
- ୮. ନାନାବିଧ —୮. Of various kinds.
- ୯. ବିକଶିତ —୯. Expanded; opened.
- ୧. ନିଃଶେଷିତ —୧୦. Exhausted; emptied.
- ୧୧. ହତ ବୁଦ୍ଧି —୧୧. Confounded.
- ୧୨. ହତାଶ — ୧୨. Hopeless; despertate; breft of hope
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରଭେଦ —Distinction; difference
ଦେଶଜ - ବିଶେଷଣ -
[ସମ୍ପାଦନା]ପୃଥକ୍ ଅନ୍ନ ଓ ପୃଥକ୍ ବାସ ହୋଇଥିବା ଭିନ୍ନେ ହୋଇଥିବା (ବ୍ୟକ୍ତି) —Separted in mess and property.