Jump to content

ବିଭୀତ

ଉଇକିଅଭିଧାନ‌ରୁ

ବିଭୀତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ବି=ବିଗତ+ଭୀ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]

ନିଃଶଙ୍କ — Fearless; undaunted.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଶେଷ ଭୟ —Great fear; terror.

[ଉ—ବିଭୀତରେ ଦୈତ୍ୟମାନେ ବିଚାରିଲେ—ଭଞ୍ଜ. ବୈଦେହିଶବିଳାସ]