Jump to content

ବିଭୀତକ

ଉଇକିଅଭିଧାନ‌ରୁ

ବିଭୀତକ

ଉଚ୍ଚାରଣ

[ସମ୍ପାଦନା]
(ବିଭୀତିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବି+ଭୀତ=ଭୟ+କ; ଯାହା ସେବନ କଲେ ରୋଗଭୟ ରହେ ନାହିଁ, ଅଥବା ଯେଉଁ ଗଛରେ ଭୂତମାନେ ଆଶ୍ରୟ ନେଉଥିବାରୁ ଲୋକେ ବିଶେଷ ଭୟ କରନ୍ତି)

[ସମ୍ପାଦନା]

ବାହାଡ଼ା (ଗଛ ଓ ଫଳ) — Terminalia Bellerica; the belleric myrobalan.

ଦେଶଜ - ବିଶେଷଣ -

[ସମ୍ପାଦନା]

ନିର୍ଭୀକ; ନିଃଶଙ୍କ —Farless.

[ଉ—ବିଭୀତକ କେହି କରି ତୁମ୍ଭ ମଧ୍ୟ ଓକ—ଭଞ୍ଜ. ବୈଦେହିସବିଳାସ]