Jump to content

ବିଭୁକ୍ତ

ଉଇକିଅଭିଧାନ‌ରୁ

ବିଭୁକ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ସନ୍ତୋଷରେ ଭୋଜନ କରିଥିବା (ବ୍ୟକ୍ତି) — Having had a satisfying meal.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୂର୍ଣ୍ଣ ବା ସନ୍ତୋଷ ଭୋଜନ —Full meal.

[ଉ— ବିଜୟ ରାମ କରିବେ ବିଭୁକ୍ତେ ମୋତେ ତାରିବେ ଭଞ୍ଜ. ବୈଦେହିଶବିଳାଶ]