ବିଭୂଷଣ
ଦେଖଣା
ବିଭୂଷଣ
ଉଚ୍ଚାରଣ
[ସମ୍ପାଦନା](ବିଭୂଷା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ବି+ଭୁଷ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଅଳ— ଙ୍କରଣ —୧. Decorating.
- ୨. (+ କରଣ ଅନ)—ଆଭରଣ; ଅଳଙ୍କାର —୨. Ornament; jewellery; decorations.
- ୩. ଶୋଭା — Beauty; splendour.
ଦେଶଜ - ବିଶେଷଣ -
[ସମ୍ପାଦନା]ମନୋହର; ସୁନ୍ଦର —Beautiful.
[ଉ—ବିଭୁଷା ଗତି ଜବ— ଭଞ୍ଜ. ବୈଦେହୀଶବିଳାସ]
(ଦ୍ର—ବିଭୀଷଣ ପୁଷ୍ପ ତଳେ ଟୀକା ଦେଖ)