ବିଭୂଷଣ କରିବା
ଦେଖଣା
ବିଭୂଷଣ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଭୂଷଣ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅଳଙ୍କାରାଦିଦ୍ୱାରା ଭୂଷିତ ବା ସଜ୍ଜିତ କରିବା — To adorn a person with ornaments, to decorate.
[ଉ—ବିଭୀଷଣ ପୁଷ୍ପେ ଯା କାନ୍ତି ଜାଣ, ଭିଭୂଷଣ କରି କନ୍ୟାକୁ ଆଣ ଭଞ୍ଜ. ବୈଦେହୀଶବିଳାସ]
(ଦ୍ର—ବିଭୀଷଣ ପୁଷ୍ପ ତଳେ ଟୀକା ଦେଖ)