Jump to content

ବିଭୂଷିତ

ଉଇକିଅଭିଧାନ‌ରୁ

ବିଭୂଷିତ

ଉଚ୍ଚାରଣ

[ସମ୍ପାଦନା]
(ବିଭୂଷିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଭୂଷ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ବିଶିଷ୍ଟ— ରୂପେ ସଜ୍ଜିତ ବା ଅଳଙ୍କୃତ —୧. Well adorned; decorated.
୨. (ସମାସରେ) ଶୋଭିତ —୨. Refulgent with; shining with.