Jump to content

ବିଭୂଷିବା

ଉଇକିଅଭିଧାନ‌ରୁ

ବିଭୂଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ବିଭୂଷଣ)

[ସମ୍ପାଦନା]
୧. ବିଶିଷ୍ଟରୂପେ ମଣ୍ଡନ କରିବା —୧. To well adorn.

[ଉ— ବିଭୂଷି କିଆପତ୍ରୀ ମୋତିଜାଲୀ ଭଞ୍ଜ. ବୈଦେହିଶ ବିଳାସ]

୨. ବଳପୂର୍ବକ ପ୍ରବିଷ୍ଟ କରାଇବା —୨. To thrust; to ram; to push in.