ବିଭେଦ
ଦେଖଣା
ବିଭେଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଭଦ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ପ୍ରଭେଦ; ପାର୍ଥକ୍ୟ —୧. Difference; distinction.
- ୨. ବିଭିନ୍ନତା —୨. Dissimilarity.
- ୩. ବିଦାରଣ — ୩. Piercing; splitting up.
- ୪. ଦ୍ୱିଧାକରଣ —୫. Dividing.
- ୫. ମିଶ୍ରଣ —୫. Mixing up.
ଦେଶଜ - ବିଶେଷଣ -
[ସମ୍ପାଦନା]ମିଶ୍ରିତ —Mixied up with.
[ଉ—ଇତି ଶ୍ରୀ ପ୍ରେମପଞ୍ଚାମୃତ ଭକ୍ତବିଭେଦ ଭାଗବତ ଭୂପତି. ପ୍ରେମ ପଞ୍ଚାମୃତ]