Jump to content

ବିଭେଦକ

ଉଇକିଅଭିଧାନ‌ରୁ

ବିଭେଦକ

ଉଚ୍ଚାରଣ

[ସମ୍ପାଦନା]

(ବିଭେଦୀ—ଅନ୍ୟରୂପ)

(ବିଭେଦିକା, ବିଭେଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଭିଦ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ପୃଥକ୍କାରୀ —୧. Deviding; separating.
୨. ବିଦାରକ —୨. Piercing; rending.