Jump to content

ବିଭୋଗ

ଉଇକିଅଭିଧାନ‌ରୁ

ବିଭୋଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସମ୍ଭୋଗ —୧. Sexual enjoyment.

[ଉ— ବିଭୋଗକାଳ ବିଚାରି, ବନ୍ଧୁ କଲି ବନଚାରୀ— ଭଞ୍ଜ. ବୈଦେହୀଶବିଳାଶ]

୨. ସୁଖ ଭୋଗ —୨. Enjoyment.

[ଉ—ବିଭୋଗରେ ରତି ସାର, ବିଦ୍ୟ ସଂସାର ଏ ଭଞ୍ଜ. ବୈଦେହୀଶବିଳାସ]

୩. ବିଷୟଭୋଗ — ୩. Worldly enjoyment.

[ଉ—ବଢ଼ଇ ଫଳ ପୁଷ୍ପ ଘେନି, ବେଭୋଗ ଅପବର୍ଗ ବେନି ଜଗନ୍ନାଥ. ଭାଗବତ]