Jump to content

ବିଭୋଜନ

ଉଇକିଅଭିଧାନ‌ରୁ

ବିଭୋଜନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅନାହାର; ଉପବାସ —Fasting.

[ଉ— ବୋଲି ଏତେ ମଉନ; ବିଭୋଜନେ ହରିଲେ ସେ ଦିନ ଭଞ୍ଜ. ବୈଦେହୀଶବିଳାସ]