ବିଭୋଳା
ଦେଖଣା
ବିଭୋଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଭୋଳା
|
ଦେଶଜ - ବିଶେଷଣ - (ସଂସ୍କୃତ - ବିହ୍ୱଳ)
[ସମ୍ପାଦନା]- ୧. ବିହ୍ୱଳ; ବ୍ୟାକୁଳ — ୧. Perplexed; bewildered.
- ୨. ବାତୁଳ; ଉନ୍ମତ୍ତ —୨. Intoxicated; maddened.
- ୩. ଯେ ଗତକଥା ପାସେରି ଦିଏ —୩. Forgetful.
(ଉ—ଏବେ ସେ ବିଭୋଳ ବାଳକେ, ଦୁଜେ ସେ ମରୁଥିଲେ ଭୋଖେ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ)