ବିଭୋଳିବା
ଦେଖଣା
ବିଭୋଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଭୋଳିବା
|
ଦେଶଜ - କ୍ରି. (ସଂସ୍କୃତ - ବିହ୍ୱଳ)
[ସମ୍ପାଦନା]ବିହ୍ୱଳ ହେବା; ଶୋକାଦିଦ୍ୱାରା ଆର୍ତ୍ତ ହେବା —To be perplexed; to be bewildered.
[ଉ—ବୋଲୁ ବାଛି ସନ୍ଧିଲେ, ରାମଶର, ବିନ୍ଧିଲେ, ଯେତେ ତା ଶିର ନ ଛେଦିଲେ ସେ; ବିଭଳିଲେ ଭଞ୍ଜ. ବୈଦେହୀଶବିଳାସ]
ବିଭୋଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଭୋଳିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ବିହ୍ୱଳ)
[ସମ୍ପାଦନା]- ୧. ବିହ୍ୱଳ ହେବା; ବ୍ୟାକୁଳ ହେବା — ୧. To be bewildered.
- ୨. ଉନ୍ମତ୍ତ ହେବା — ୨. To be maddened.
(ଉ—ଶୁଣି ଏହା କୁମ୍ଭଜୀବୀ ଆନନ୍ଦେ ବିଭୋଳି ଭାବିଲା ଚିନ୍ତାମଣି. ବିକ୍ରମାଦିତ୍ୟ]