Jump to content

ବିଭ୍ରଟିଆ

ଉଇକିଅଭିଧାନ‌ରୁ

ବିଭ୍ରଟିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବିଭ୍ରାଟ)

[ସମ୍ପାଦନା]
୧. ଗୋଳମାଳିଆ — ୧. Confused; muddled.
୨. କଳଙ୍କଯୁକ୍ତ — ୨. Scandalous.
୩. ଦୁର୍ନୀତିକ — ୩. Immoral.