Jump to content

ବିଭ୍ରମୀ

ଉଇକିଅଭିଧାନ‌ରୁ

ବିଭ୍ରମୀ

ଉଚ୍ଚାରଣ

[ସମ୍ପାଦନା]
(ବିଭ୍ରମିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଭ୍ରମ+ଇନ୍)

[ସମ୍ପାଦନା]

ବିଳାସୀ —Sportive

[ଉ—ବନେ ଭ୍ରମେ ବିଭ୍ରମୀ ଭ୍ରମର—ମଧୁସୂଦନ କବିତା ବଳୀ]