Jump to content

ବିଭ୍ରଷ୍ଟ

ଉଇକିଅଭିଧାନ‌ରୁ

ବିଭ୍ରଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ବିଭ୍ରଷ୍ଟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବି+ଭ୍ରନ୍ଶ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଇତସ୍ତତଃ କ୍ଷିପ୍ତ —୧. Scattered.
୨. ସ୍ଥାନ— ପରିଭ୍ରଷ୍ଟ —୨. Displaced.
୩. ବିନଷ୍ଟ — ୩. Spoiled.