Jump to content

ବିଭ୍ରାଜ

ଉଇକିଅଭିଧାନ‌ରୁ

ବିଭ୍ରାଜ

ଉଚ୍ଚାରଣ

[ସମ୍ପାଦନା]
(ବିଭାଜା—ସ୍ତ୍ରୀ) 

(ବିଭ୍ରାଜିଷ୍ଣୁ—ଅନ୍ୟରୂପ)

ସଂସ୍କୃତ - ବିଣ—(ବି+ଭ୍ରାଜ୍ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଭ୍ରାଜିଷ୍ଣୁ; ଦୀପ୍ତିମାନ୍ —୧. Dazzling. lustrous; brilliant.
୨. ଶୋଭାଯୁକ୍ତ —୨. Beautiful.

=== ସଂସ୍କୃତ - ବିଶେଷ୍ୟ -

ଆପଦ୍; ବିପଦ; ସଙ୍କଟ — Danger; calamity.