Jump to content

ବିଭ୍ରାଜମାନ

ଉଇକିଅଭିଧାନ‌ରୁ

ବିଭ୍ରାଜମାନ

ଉଚ୍ଚାରଣ

[ସମ୍ପାଦନା]
(ବିଭ୍ରାଜମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବି+ଭ୍ରାଜ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଆନ୍)

[ସମ୍ପାଦନା]

ଶୋଭମାନ —Shining.

[ଉ—ବିଭ୍ରାଜମାନ ସାୟକରେ ଅତି ଭଞ୍ଜ. ବୈଦେହୀଶବିଳାଶ]