Jump to content

ବିଭ୍ରାଜିତ

ଉଇକିଅଭିଧାନ‌ରୁ

ବିଭ୍ରାଜିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ଭ୍ରାଜ୍ ଧାତୁ ଣିଚ୍=ଭ୍ରାଜି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଉଜ୍ଜ୍ୱଳୀକୃତ —୧. Made splendid of bright; brightened.

[ଉ—ବିଭ୍ରାଜିତ ହୋଇ କୁନ୍ଦ ଦନ୍ତରେ ଭଞ୍ଜ. ବୈଦେହୀଶବିଳାସ]

୨. ଶୋଭିତ —୨. Shining; beautiful.
୩. ଦୀପ୍ତ; ଆଲୋକିତ —୩. Ulluminated.