Jump to content

ବିଭ୍ରାନ୍ତ

ଉଇକିଅଭିଧାନ‌ରୁ

ବିଭ୍ରାନ୍ତ

ଉଚ୍ଚାରଣ

[ସମ୍ପାଦନା]

(ବିଭ୍ରାନ୍ତି—ବି)

  • (file)

ସଂସ୍କୃତ - ବିଣ—(ବି+ଭ୍ରମ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ବିଶେଷ ରୂପେ ଭ୍ରମଯୁକ୍ତ —୧. Greatly mistaken.
୨. ତ୍ୱରାନ୍ୱିତ —୨. Hurried.
୪. ଚିନ୍ତା— ନିତ; ଚିନ୍ତାକୁଳ —୩. Agitated.
୪. ଭୀତ; ତ୍ରସ୍ତ —୪. Alarmed.
୫. ବିହ୍ୱଳ —୫. Bewilderesed.