Jump to content

ବିଭ୍ରାନ୍ତି

ଉଇକିଅଭିଧାନ‌ରୁ

ବିଭ୍ରାନ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଭ୍ରମ ଧାତୁ+ଭାବ. ତି)

[ସମ୍ପାଦନା]
୧. ଅତ୍ୟନ୍ତ ଭ୍ରମ ୧. Grave error; mistake.
୨. ତ୍ୱରାନ୍ୱିତ ଅବସ୍ଥା —୨. Precipitation; hurry; flurry.