ବିମତ
ଦେଖଣା
ବିମତ
ଉଚ୍ଚାରଣ
[ସମ୍ପାଦନା](ବିମତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବି=ବିରୁଦ୍ଧ, ବିପରୀତ+ମନ୍ ଧାତୁ=ବୋଧ କରିବା+କର୍ମ, ତ)
[ସମ୍ପାଦନା]- ୧. ଅସମ୍ମତ; ଅମତ —୧. Averse; reluctant; disagreeing; disinclined.
- ୨. (+ କର୍ମ. ତ) ଅନଭିମତ —୨. Unapprovfed.
- ୩. ବିକୁଦ୍ଧମତ ଯୁକ୍ତ —୩. Opposed.
- ୪. ଅଗ୍ରାହ୍ୟ — ୪. Unacceptable.
- ୫. ଅପ୍ତିୟ —୫. Disagreeable.
- ୬. ଅଶୁଭସୂଚକ —୬. Ominous.