Jump to content

ବିମତ୍ସର

ଉଇକିଅଭିଧାନ‌ରୁ

ବିମତ୍ସର

ଉଚ୍ଚାରଣ

[ସମ୍ପାଦନା]

(ବିମ୍ତସରା—ସ୍ତ୍ରୀ, ବିମତସରତା—ବି)

ସଂସ୍କୃତ - ବିଶେଷଣ - (ବହୁବ୍ରିହୀ; ବି+ମତ୍ସର)

[ସମ୍ପାଦନା]
୧. ମତ୍ସର୍ଯ୍ୟରହିତ; ଈର୍ଷାଶୂନ୍ୟ —୧. Free from jealousy or envy.
୨. ପ୍ରତିହିଂସାଭାବ ରହିତ —୨. Unrevegeful