ବିମନ
ଦେଖଣା
ବିମନ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବିମନାଃ)
[ସମ୍ପାଦନା]- ୧. ବିମନସ୍କ (ଦେଖ) - — ୧. Bimanaska (See)
- ୨. କ୍ରୁଦ୍ଧ; ବିରକ୍ତ — ୨. Angry; displeased.
- ୩. ଅପ୍ରସନ୍ନ —୩. Unfavourable.
- ୪. ଦୁଃଖିତ —୪. Sad.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ରୋଧ; ବିରକ୍ତି —୧. Anger; displeasare.
- ୨. ମନୋଦୁଃଖ —୨. Sorrow; sadness.
- ୩. ବିରୋଜି —୩. Disasrement.