Jump to content

ବିମନସ୍କ

ଉଇକିଅଭିଧାନ‌ରୁ

ବିମନସ୍କ

ଉଚ୍ଚାରଣ

[ସମ୍ପାଦନା]

(ବିମନାଃ—ଅନ୍ୟରୂପ)

(ବିମନସ୍କା—ସ୍ତ୍ରୀ; ବିମନସ୍କତା—ବି)

ସଂସ୍କୃତ - ବିଶେଷଣ - (ବହୁବ୍ରିହୀ; ବି=ବିଚଳିତ+ମନଃ; ଯାହାର +କ— ବି+ମନସ୍+କ)

[ସମ୍ପାଦନା]
୧. ବିହ୍ୱଳ —୧. Perplexed; bewildered.
୨. ଅପ୍ରସନ୍ନ; ବିଶେଷ ଚିନ୍ତାନ୍ୱିତ —୨. Very anxious.
୩. ବୁଷଣ୍ଣ; ଦୁଃଖିତ —୩. Sad; distressed.
୪. ବ୍ୟାକୁଳ — ୪. Mentally agitated.
୫. ଅନ୍ୟମନସ୍କ — ୫. Inttentive; absentmineed.