Jump to content

ବିମନାୟମାନ

ଉଇକିଅଭିଧାନ‌ରୁ

ବିମନାୟମାନ

ଉଚ୍ଚାରଣ

[ସମ୍ପାଦନା]
(ବିମନାୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି+ମନଃ+ନାମ ଧାତୁ ଅର୍ଥରେ ୟ + କର୍ତ୍ତୃ. ଅନ)

[ସମ୍ପାଦନା]
୧. ଦୁର୍ମନାୟମାନ; ଉଦ୍ଗିଗ୍ନମନାଃ —୧. Bewilderd.
୨. ବିଶେଷ ଚିନ୍ତିତ; ଚିନ୍ତାଗ୍ରସ୍ତ —୨. Perplexed; distressed.
୩. ଅପ୍ରସନ୍ନ —୩. Having drooping spirits.