Jump to content

ବିମର୍ଦ୍ଦକ

ଉଇକିଅଭିଧାନ‌ରୁ

ବିମର୍ଦ୍ଦକ

ଉଚ୍ଚାରଣ

[ସମ୍ପାଦନା]
(ବିମର୍ଦ୍ଦିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ମୃଦ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ପେଷଣ କରେ —୧. Grinding.
୨. ବିନାଶକ — ୨. Destroying.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚକ୍ରମର୍ଦ୍ଦ ବା ଚାକୁଣ୍ଡାଗଛ — Cassia Tora (plant).