Jump to content

ବିମର୍ଦ୍ଦିତ

ଉଇକିଅଭିଧାନ‌ରୁ

ବିମର୍ଦ୍ଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ମୃଦ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଘୃଷ୍ଟ; ପିଷ୍ଟ; ଦଳିତ —୧. Pressed; Crushed; trodden; ground.
୨. ବିଲୋଡ଼ିତ; ମନ୍ଥିତ —୨. Churned.
୩. ଚୂର୍ଣ୍ଣିତ —୩. Pounded; pulverised.