ବିମର୍ଦ୍ଦିବା
ଦଳନ କରିବା; ଦଳିବା —To crush.
[ଉ—ବୃକ୍ଷ ଚିହ୍ନି, ବିମର୍ଦ୍ଦି ତୋଳି ତହିଁରେ ପତ୍ର ଭଞ୍ଜ. ବୈଦେହୀ ଶବିଳାସ]