Jump to content

ବିମର୍ଦ୍ଦୋତ୍ଥ

ଉଇକିଅଭିଧାନ‌ରୁ

ବିମର୍ଦ୍ଦୋତ୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିମର୍ଦ୍ଦ+ ଉତ୍+ ସ୍ଥା ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

ବିମର୍ଦ୍ଦ ବା ସଂଘର୍ଷଣଦ୍ୱାରା ଉତ୍ପନ୍ନ ମନୋହର ଗନ୍ଧ —A sweet scent produced by crushing a thing.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବିମର୍ଦ୍ଦନ ବା ସଂଘର୍ଷଣରୁ ଉତ୍ପନ୍ନ —Produced by crushing.