ବିମର୍ଶ
ଦେଖଣା
ବିମର୍ଶ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ମୃଶ୍ ଧାତୁ=ବିଦେଚନା କରିବା+ଭାବ. ଅ)
[ସମ୍ପାଦନା]- ୧. ବିଶେଷ ବିବେଚନା —୧. Careful consideration.
- ୨. ବିତର୍କ —୨. Reasoning; discussion.
- ୩. ତଥ୍ୟାନୁସନ୍ଧାନ —୩. Investigtion.
- ୪. ବିଚାର —୪. Judgement.
- ୫. ଯୁକ୍ତିଦ୍ୱାରା ପରୀକ୍ଷାକରଣ —୫. Examination by discussion.
- ୬. ଅସନ୍ତୋଷ —୬. Displeasure; dissatisfaction.
- ୭. ଅଧୈର୍ଯ୍ୟ —୭. Impatience.
- ୮. ମନୋଦୁଃଖ —୮. Mental misery; sadness; mental agony.
ଦେଶଜ - ବିଶେଷଣ - (ସଂସ୍କୃତ - ବିମର୍ଶୀ)
[ସମ୍ପାଦନା]ଦୁଃଖିତ; ବିଷର୍ଣ୍ଣ —Sorry; drooped down in spirits; agonished; sad.