Jump to content

ବିମର୍ଷ

ଉଇକିଅଭିଧାନ‌ରୁ

ବିମର୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ମୃଷ୍ ଧାତୁ=ସହିବା+ଭାବ. ଅ)

[ସମ୍ପାଦନା]
୧. ଅସହନ; ଅକ୍ଷମା —୧. Want of forgiveness or forbearance.
୨. ଅସନ୍ତୋଷ —୨. Dissatisfaction.
୩. ଅଧୈର୍ଯ୍ୟ —୩. Impatience.
୪. ନାଟ୍ୟାଙ୍ଗ — ୪. A part of a drame.

ଦେଶଜ - ବିଶେଷଣ - (ସଂସ୍କୃତ - ବିମର୍ଷୀ)

[ସମ୍ପାଦନା]

ଦୁଃଖିତ; ବିଷଣ୍ଣ —Sorry; sad; dejected.