Jump to content

ବିମଳିନ

ଉଇକିଅଭିଧାନ‌ରୁ

ବିମଳିନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ)ବିଶେଷଣ -

[ସମ୍ପାଦନା]

ଶ୍ୱେତ; ଧଳା —White.

[ଉ—ବିମଳିନ ଛତ୍ର ଚାମର ପୁଞ୍ଜ ବିରାଜିତ ଭ୍ରମଣରେ ସହଜ ଭଞ୍ଜ ବୈଦେହୀଶବିଳାସ]