ବିମା
ଦେଖଣା
ବିମା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଫାରାସୀ - ବିମାହ; ଫାରାସୀ - ବିମ୍= ଭୟ)
[ସମ୍ପାଦନା]- ୧. ଭବି— ଷ୍ୟତରେ କୌଣସି ବିଷୟରେ ଘଟିବା କ୍ଷତି ବା ଆପଦପାଇଁ କ୍ଷତିପୂଆଣ ପାଇବା ଲାଗି ଭାବୀ ସହାୟକ ବ୍ୟକ୍ତିଙ୍କ ସଙ୍ଗେ ଆଗରୁ କରାଯିବା ବନ୍ଦୋବସ୍ତ —୧. Insurance.
[ଦ୍ରଷ୍ଟବ୍ୟ —ମନୁଷ୍ୟର ଜୀବନକୁ ବିମା କରିବା ପାଇଁ ଆଜିକାଲି ବହୁତ କମ୍ପାନୀ ଦେଶବିଶେରେ ପ୍ରତିଷ୍ଠିତ ହେଉ ଅଛି ଯେଉଁ ବ୍ୟକ୍ତି ନିଜର ଜୀବନକୁ ବିମା କରନ୍ତି ସେ ଉକ୍ତ କମ୍ପାନୀକୁ ବଞ୍ଚିଥିବା ଯାକେ ବାର୍ଷିକ ନିର୍ଦ୍ଧାରିତ ଧନ (ପ୍ରିମିୟମ୍) ଦେଉଥାନ୍ତି; ଓ ସେ ମରିଗଲେ ତାହାଙ୍କ ଉତ୍ତରାଧିକାରୀମାନଙ୍କୁ ଉକ୍ତ କମ୍ପାନୀ ନିର୍ଦ୍ଧାରିତ କ୍ଷତିପୂରଣ ଦିଅନ୍ତି; ଏହିପରି ରୀତିରେ ଜାହାଜ ବୁଡ଼ିଯିବା ବିଷୟରେ, ଘର ପୋଡ଼ିଯିବା ବିଷୟରେ, ରେଳରେ ବା ଜାହାଜରେ ଆରୋହୀ ପ୍ରତି ଦୁର୍ଘଟନା ଘଟିବା ବିଷୟରେ ମଧ୍ୟ ବିମା କରା ଯାଉଅଛି ]
- ୨. ଡାକରେ ପଠା ଯିବା ଚିଠା ଆଦି ହଜିଲେ ଡାକଘରୁ ପ୍ରେରକକୁ କ୍ଷତିପୂର୍ଣ ମିଳିବା ଚୁକ୍ତିରେ ଚିଠି ଆଦି ଉପରେ ଅଧିକା ମାସୁଲ ଦିଆ ଯିବାରୀତି —୨. Postal insurance.