Jump to content

ବିମାତୃଜ

ଉଇକିଅଭିଧାନ‌ରୁ

ବିମାତୃଜ

ଉଚ୍ଚାରଣ

[ସମ୍ପାଦନା]
(ବିମାତୃଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ବିମାତୃ+ଜନ୍ ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

ବୈମାତ୍ରେୟ ଭାଇ; ସାବତ ଭୋଇ —Step- brother.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବିମାତାଙ୍କଠାରୁ ଜାତ — Born of one's stepmother.