ବିମାନଚାରୀ
(ବିମାନଚାରିଣୀ—ସ୍ତ୍ରୀ)
ଯେ ବିମାନଦ୍ୱାରା ଆକାଶମାର୍ଗରେ ଯିବା ଆସିବା କରେ —Flying in the sky in ballons or aeroplanes.