Jump to content

ବିମାନ ବାହକ

ଉଇକିଅଭିଧାନ‌ରୁ

ବିମାନ ବାହକ

ଉଚ୍ଚାରଣ

[ସମ୍ପାଦନା]

(ବିମାନବାହୀ—ଅନ୍ୟରୂପ)

(ବିମାନବାହିକା ବିମାନବାହିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ବିମାନକୁ ଯେ କାନ୍ଧରେ ବା ମସ୍ତକରେ ବହନ କରି ନିଅନ୍ତି —Carriers of scdans.