ବିମା ମାସୁଲ
ଦେଖଣା
ବିମା ମାସୁଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିମା ମାସୁଲ
|
(ବିମା ମାହାସୁଲ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବୀମାହ୍+ ମହସୁଲ)
[ସମ୍ପାଦନା]- ୧. ବିମା କରିବା— ପାଇଁ ବିମାକାରୀ ବ୍ୟକ୍ତିଙ୍କର ବିମା ନେବା ବ୍ୟକ୍ତିଙ୍କୁ ଯେଉଁ ଧନ ଦେବାକୁ ପଡ଼େ —୧. Life insurance premium.
- ୨. ଚିଠିଆଦି ବିମା କରିବାପାଇଁ ଡ଼ାକ—ମାସୁଲ — ୨. Fees for postal insurance.