ବିମୁକ୍ତ
ଦେଖଣା
ବିମୁକ୍ତ
ଉଚ୍ଚାରଣ
[ସମ୍ପାଦନା](ବିମୁକ୍ତି—ବି)
(ବିମୁକ୍ତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ମୁଚ୍ ଧାତୁ+ କର୍ମ. ତ)
[ସମ୍ପାଦନା]- ୧. ପରିତ୍ରାଣ ପ୍ରାପ୍ତ ୧. Redeemed; delivered.
- ୨. ପୁନର୍ଜନ୍ମ ରହିତ —୨. Freed from future birth.
- ୩. କାରାମୁକ୍ତ; ବନ୍ଧନରୁ ମୁକ୍ତ —୩. Released from confinement, libearated.
- ୪. ପରିତ୍ୟକ୍ତ —୪. Abandoned.
- ୫. ମୁକୁଳା କରାଯାଇଥିବା — ୫. Untied; dishevelled; loosened.
- ୬. ଫିଙ୍ଗା ଯାଇଥିବା —୬. Discharged; ejected.