Jump to content

ବିମୁକ୍ତ ସଙ୍ଗ

ଉଇକିଅଭିଧାନ‌ରୁ

ବିମୁକ୍ତ ସଙ୍ଗ

ଉଚ୍ଚାରଣ

[ସମ୍ପାଦନା]
(ବିମୁକ୍ତସଙ୍ଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବିମୁକ୍ତ+ସଙ୍ଗ)

[ସମ୍ପାଦନା]

ସାଂସାରିକ ବିଷୟ ବାସନାରୁ ମୁକ୍ତିପ୍ରାପ୍ତ; ନିଃସଙ୍ଗ; ନିର୍ଲିପ୍ତ —Free from worldly ties.