Jump to content

ବିମୁଖ

ଉଇକିଅଭିଧାନ‌ରୁ

ବିମୁଖ

ଉଚ୍ଚାରଣ

[ସମ୍ପାଦନା]
(ବିମୁଖୀ—ସ୍ତ୍ରୀ) 

[ବମୁଖତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବି=ବିପରୀତ ଦିଗକୁ+ମୁଖ)

[ସମ୍ପାଦନା]
୧. ପରାଙ୍ୱୁଖ —୧. Disnclined; with the face averted or turned back.
୨. ନିବୃତ୍ତ; ନିରସ୍ତ —୨. Prevented; obstructed.
୩. ନିସ୍ଫୃହ —୩. Averse.
୪. ଅପ୍ରସନ୍ନ —୪. Unpropitious; untoward.
୫. ମୁଖ ହୀନ —୫. Faceless.
୬. ଉଦାସୀନ — ୬. Indifferent.
୭. ବିରୁଦ୍ଧ; ପ୍ରତିକୂଳ —୭. Unfavourable; opposed.
୮. ଅପ୍ରାପ୍ତ— ମନୋରଥ —୮. One whose wish has not been fulfiled.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅପ୍ରସନ୍ନତା —Unfavourableness.

(ଉ—କାଳ ସକାଶରୁ ହେଉଛି ଦୁଃଖ ସୁଖ, କାଳ ଘେନି ହେଉଛି ସମୁଖ ବିମୁଖ କୃଷ୍ଣସିଂହ ମହାଭାରତ ଶାନ୍ତି)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଦୁଃଖିତ —୧. Sorry sad dejected; despoding.

(ଉ—ଅନେକ ଦୂର ଜଳେ ଯାଇ ବିମୁଖ ହୋଇ ଲେଉଟଇ ଭୂପତି ପ୍ରେମପଞ୍ଚାମୃତ)

୨. ନିରାଶାଜର୍ଜିତ —୨. Desperate.