ବିମୁଖାଇ
ବିମୁଖ; ଦୁଃଖିତ —Sad; dejected.
[ଉ—ଋତୁପର୍ଣ୍ଣ ରାଜା ତା ଶୁଣି ବିମୁଖାଇ, ହେଲା ପରି ବୋଇଲେ ଗଣ ଏବେ ଯାଇ—କୃଷ୍ଣସିଂହ ମହାଭାରତ ବନ]