Jump to content

ବିମୃଷ୍ଟ

ଉଇକିଅଭିଧାନ‌ରୁ

ବିମୃଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+=ମୃଷ୍ ଧାତୁ+ଶୋଧନ କରିବା+କର୍ମ. ତ)

[ସମ୍ପାଦନା]
୧. ବିବେଚିତ —୧. Considered.
୨. ବିଚାରିତ —୨. Judged; discriminated; examined.
୩. ଆଲୋଚିତ —୩. Discussed.