Jump to content

ବିମୋକ୍ଷ

ଉଇକିଅଭିଧାନ‌ରୁ

ବିମୋକ୍ଷ

ଉଚ୍ଚାରଣ

[ସମ୍ପାଦନା]

ବିମୋକ୍ଷଣ, ବିମୋଚନଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ବି+ମୋକ୍ଷ୍ ଧାତୁ=ମୁକ୍ତ ହେବା+ଭାବ. ଅ)

[ସମ୍ପାଦନା]
୧. ପରିତ୍ରାଣ; ମୁକ୍ତି —୧. Redemption; deliverance; salvation.
୨. ବନ୍ଧନମୋଚନ — ୨. Release from confinement.
୩. ସୂର୍ଯ୍ୟର ବା ଚନ୍ଦ୍ରର ଗ୍ରହଣରୁ ମୋକ୍ଷ —୩. The sun's or moon's release from eclipse.
୪. ହାତରୁ ଫିଙ୍ଗିବା —୪. Throwing.