ବିମୋଚନ
ଦେଖଣା
ବିମୋଚନ
ଉଚ୍ଚାରଣ
[ସମ୍ପାଦନା]ବିମକ୍ତ, ବିମୋଚିତ, ବିମୋଚନୀୟ, ବିମୋଚ୍ୟଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ମୋଚନ)
[ସମ୍ପାଦନା]- ୧. ବନ୍ଧନରୁ ମୁକ୍ତ କରଣ — ୧. Releasing from confinement.
- ୨. ଗ୍ରନ୍ଥିମୋଚନ; ଗଣ୍ଠି ଫିଟାଇବା — ୨. Untying.
- ୩. [ଅଶ୍ରୁ] ତ୍ୟାଗ କରିବା —୩. Shedding (of tears).
- ୪. (ବାଣ) ଫିଙ୍ଗିବା —୪. Discharging (of an arrow.),