Jump to content

ବିମୋହ

ଉଇକିଅଭିଧାନ‌ରୁ

ବିମୋହ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - [ବି+ମୂହ୍ ଧାତୁ+ଭାବ. ଅ]

[ସମ୍ପାଦନା]
୧. ଜଡ଼ତା — ୧. Idiocy.
୨. ମୋହ —୨. Stupefaction; fascination; infatuation.
୩. ଭ୍ରମ; ଭ୍ରାନ୍ତି — ୩. Mistake; error.
୪. ଅଚେତ ହେବା; ମୂର୍ଚ୍ଛା — ୩. Swoon; fainting.