ବିମୋହନ
ଦେଖଣା
ବିମୋହନ
ଉଚ୍ଚାରଣ
[ସମ୍ପାଦନା](ବିମୋହ—ବ୍ୟ୍ୟକ୍ତିବାଚକ ବିଶେଷଣ ପୁଂ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ବି+ମୃହ୍ ଧାତୁ ଣିଚ୍+ଭାବ. ଅନ)
[ସମ୍ପାଦନା]- ୧. ମୁଗ୍ଧ କରିବା; ମୋହ ଜନ୍ମାଇବା; ଭୁଲାଇବା — ୧. Fascinating; infatuating.
- ୨. ଜଡ଼ତା ଉତ୍ପାଦନ —୨. Stupefying.
=== ସଂସ୍କୃତ - ବିଶେଷଣ - ପୁଂ—(+ କର୍ତ୍ତୃ. ଅନ)
- ୧. ମୋହ— ଜନକ —୧. Fascinating.
[ଉ—ବିମୋହନ କାମନା ବିଳାସ, ଟାଣେ ମନ ମାୟା ଯନ୍ମେ, ଭୁଲାଏ କପଟ ମନ୍ତ୍ରେ ମଧୁସୂଦନ ଜୀବନଚିନ୍ତା]
- ୨. ଜଡ଼ତା ଉତ୍ପାଦକ —୨. Stupefying.