Jump to content

ବିମୋହିତ

ଉଇକିଅଭିଧାନ‌ରୁ

ବିମୋହିତ

ଉଚ୍ଚାରଣ

[ସମ୍ପାଦନା]
(ବିମୋହିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ—(ବି+ମୂହ୍ ଧାତୁ ଣିଚ୍ ମୋହି ଧାତୁ +କର୍ମ. ତ)

[ସମ୍ପାଦନା]
୧. ମୋହପ୍ରାପିତ; ମୁଗ୍ଧ — ୧. Fascinated; charmed; stupefied.
୨. ମୂର୍ଚ୍ଛିତ —୨. Swooned; fainted.
୩. ହିତାହିତ ଜ୍ଞାନ ରହିତ —୩. Bereft of discrimination.
୪. ଅଚେତା —୪. Seuseless.